Total Pageviews

Thursday, February 9, 2017

ଯିଏ ଭାଗବତ ଆରଧନା କରେ ସେ ହଉଛି ଧନୀ “ବାବା ବଳିଆ”

ପାଟକୁରା, ୦୯/୦୨/୨୦୧୭(ଓଡ଼ିଶା ସମାଚାର)- ଯାହାପାଖରେ ଅମାପ ଧନସଂପଦ ଅଛି ସେ ଧନୀ ନୁହେଁ  ଜୀବନରେ ଯେ ସଦା ସର୍ବଦା ଭାଗବତ ଆରଧନା କରେ ସେ ହଉଛି ପ୍ରକୃତ ଧନୀ ପ୍ରତିଦିନ ଜୀବନର ନିତ୍ୟ ନୈମିତ କର୍ମରେ ପରମାତ୍ମା ଭଗବାନଙ୍କୁ ସ୍ମରଣ କରି କାମ କଲେ ସମସ୍ତ ବାଧାବିଘ୍ନ ଦୂରେଇଯାଏ  ବୋଲି ଶିଶୁଅନନ୍ତ ଆଶ୍ରମ ଅରିଲୋ ପ୍ରତିଷ୍ଠାତା ପୂଜ୍ୟପୁଜକ ବାବାବଳିଆ ମତବ୍ୟକ୍ତ କରିଛନ୍ତି  ସଂପ୍ରତି ସ୍ଥାନୀୟ ନୈନ୍ଦିପୁର ଗାଁର ଚିତ୍ରୋପôଳା ନଦୀତଟରେ ଥିବା ମୈତ୍ରମୁନି ଆଶ୍ରମରେ ଅନୁଷ୍ଠିତ ହେବାକୁ ଯାଉଥିବା  ଅଷ୍ଟପ୍ରହର ନାମଯଜ୍ଞର ଅବ୍ୟବହିତ ପୂର୍ବରୁ ଗତକାଲି ସଂନ୍ଧ୍
ୟାରେ ଆୟୋଜିତ ପ୍ରବଚନ ସଭାରେ ଯୋଗଦେଇ  ବାବାବଳିଆ କହିଥିଲେ ଯେ ଆମ୍ଭମାନେ ସମସ୍ତେ ଦିନେନା ଦିନେ ଏହି ସଂସାରରୁ ବିଦାୟ ନେବା କିନ୍ତୁ ଗଲାବେଳେ ଅର୍ଜିତ କଳାଧନ  , ଧନସମ୍ପତି ନୁହେଁ କେବଳ ଆମ୍ଭମାନଙ୍କ ପୂର୍ଣ୍ଣ କର୍ମକୁ ନେଇଯିବା ଆପଣ ମାନେ ସତସଙ୍ଗରେ ଯୋଗଦେଲେ ଆପଣମାନଙ୍କ ପୂର୍ବଜମାନଙ୍କର ଆର୍ଶିବାଦ ଲାଭ କରିବେ ଯେତେ ଯଜ୍ଞ ପୂଜାପାଠ କଲେ ସେଥିରେ ଯଦି ଭକ୍ତି ନଥିବ ଏବଂ ଲୋକ ଦେଖାଣିଆଭଳି ଆଡମ୍ବର ପୂର୍ଣ୍ଣ ଭାବରେ କରୁଥିବା କୈାଣସି ଆର୍ଶିବାଦ ମିଳିବ ନାହିଁ ପ୍ରତିଦିନ ସୂର୍ଯ୍ୟ ଦେବକୁ ଜଳ ଅର୍ଘ୍ୟଦେଲେ ବହୁତ ଆର୍ଶିବାଦ ମିଳିଥାଏ ବୋଲି ବାବାବଳିଆ ଉପସ୍ଥିତ ଥିବା ଶ୍ରତା ମାନଙ୍କୁ କହିଥିଲେ  ଓଡ଼ିଶା ସମାଚାର

No comments:

Post a Comment